Jump to content

ଦାପକ

ଉଇକିଅଭିଧାନ‌ରୁ

ଦାପକ

ଉଚ୍ଚାରଣ

[ସମ୍ପାଦନା]
(ଦାପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦା ଧାତୁ ଣିଚ୍, ଦାପି ଧାତୁ=ଦିଆଇବା+କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ଦିଆଏ; ଯାହାର ପ୍ରବର୍ତ୍ତନାରେ ଅନ୍ୟ ଲୋକ ଦିଏ —One who causes another to give some thing.