Jump to content

ଦାପଟ

ଉଇକିଅଭିଧାନ‌ରୁ

ଦାପଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ପ)

[ସମ୍ପାଦନା]
୧. ଦମ୍ଭ — ୧. Strength.
୨. ପ୍ରତାପ; ତେଜ —୨. Might; fury.
୩. ଗର୍ବ —୩. Pride.