ଦାପିତ
ଦେଖଣା
ଦାପିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦାପି ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଅନ୍ୟଦ୍ୱାରା ଦିଆ ହୋଇଥିବା — ୧. Caused to be given away by another.
- ୨. ଦଣ୍ଡିତ —୨. Punished; adjudged guilty.
- ୩. ଦାବି ହୋଇଥିବା; ମର୍ଦ୍ଦିତ; ଦଳିତ — ୩. Pressed; kneaded; squeezed.
- ୪. ଶୋଧିତ —୪. Refined.
- ୫. ସାଧିତ —୫. Accomplished.
- ୬. ଧନାଦିଦ୍ୱାରା ବଶୀକୃତ — ୬. Brought under control; suborned.