ଦାବା ଦରବାର୍
ଦେଖଣା
ଦାବା ଦରବାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାବା ଦରବାର୍
|
ଦାବା ଦାଉଆ, ଦାବୀ ଦାଉଆଅନ୍ୟରୂପ
ବୈଦେଶିକ - ବିଶେଷ୍ୟ - (ଫା) (ସହଚର ଶବ୍ଦ)
[ସମ୍ପାଦନା]- ୧. ମାଲିମକଦ୍ଦମା —୧. Claim-case; litigation claiming some thing.
- ୨. କୌଣସି ସମ୍ପତ୍ତିରେ ସ୍ୱତ୍ୱ ବା ଅଧିକାର ପ୍ରତିଷ୍ଠା କରିବାର ଚେଷ୍ଟା —୨. Claim of right and title over any property.
- ୩. ଅଭିଯୋଗ —୩. A charge; definite accusation.