Jump to content

ଦାବି କରିବା

ଉଇକିଅଭିଧାନ‌ରୁ

ଦାବି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନାଲିଶ କରିବା — ୧. To sue.
୨. ଧର୍ମାଧିକରଣରେ ସ୍ୱତ୍ୱ ବା ଅଧିକାର ପ୍ରାର୍ଥନା କରିବା —୨. To claim one's right or title ina court.
୩. କର୍ତ୍ତୃପକ୍ଷଙ୍କଠାରେ ନିଜର ପ୍ରାପ୍ୟ ପାଇବା ପାଇଁ ପ୍ରାର୍ଥନା କରିବା —୩. To claim one's dues before proper authorities.
୪. ଆପଣାର ନ୍ୟାର୍ଯ୍ୟ ପ୍ରାପ୍ୟ ଉପସ୍ଥାପିତ କରିବା — ୪. To lay adduce claim to one's dues.