ଦାମ
ଦେଖଣା
ଦାମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୋ ଧାତୁ=ଛେଦନ କରିବା+କର୍ମ. ମନ୍, ଦାମନ୍ ଶବ୍ଦ ୧ମା. ୧ବ.—ତୁଳ. ଫା ଦାମ୍=ପାଶ, ଫାନ୍ଦ—ହିନ୍ଦୀ - ଶବ୍ଦସାଗର)
[ସମ୍ପାଦନା]- ୧. ରଜ୍ଜୁ; ଦଉଡ଼ି — ୧. Rope; cord.
- ୨. ସୁତୁଲି; ସୂତ୍ର —୨. String; ribbon; band.
- ୩. ଦାଉଣୀ; ଶସ୍ୟ ମର୍ଦ୍ଦନାର୍ଥ ଯେଉଁ ଲମ୍ୱ ପଘାରେ ଅନେକ ଗୋରୁ ବନ୍ଧା ହୋଇ ବେଙ୍ଗଳା ବୁଲନ୍ତି —୩. A long
tether for tying a number of bullocks for treading paddy-sheaves.
- ୪. ମାଲ; ମାଳା; ହାର —୪. Chaplet; a string of flowers; garland.
- ୫. ଗୁଚ୍ଛ; ଗୋଛା —୫. Cluster; bunch.
- ୬. ଫିତା; ଧଡ଼ିଆ —୬. A ribbon.
- ୭. ତୃଣବିଶେଷ —୭. A kind of grass or reed.
- ୮. ସମୂହ; ରାଶି (ହିନ୍ଦୀ - ଶବ୍ଦସାଗର) — ୮. Multitude; mass.
- ୯. ଲୋକ; ବିଶ୍ୱ (ହିନ୍ଦୀ - ଶବ୍ଦସାଗର) — ୯. The universe.
- ୧. ପର୍ବତ; (ପ୍ରକୃତିବାଦ) — ୧୦. Mountain.
- ୧୧. (ଦମ ଧାତୁ+ଭାବ. ଅ)—ଇନ୍ଦ୍ରିୟ ଦମନ— (ପ୍ରକୃତିବାଦ) —୧୧. Self-control; keeping of one's organs under control.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଦେବା ବାଲା; ଦାତା (ହିନ୍ଦୀ - ଶବ୍ଦସାଗର) — Giving away; be stowing.
(ଦାମି—ଅନ୍ୟରୂପ)
(ଦାମା; ଦାମିଆଁ—ଅନାଦରାର୍ଥକ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - )
[ସମ୍ପାଦନା]ଜଳ (ପ୍ରକୃତିବାଦ) —Water.
ଦେଶଜ - ବିଶେଷ୍ୟ - (ଆଦରାର୍ଥକ)
[ସମ୍ପାଦନା]ଦାମୋଦର ନାମଧାରୀ ବ୍ୟକ୍ତିକୁ ଡାକିକାର ନାମ — A name by which a man named Dāmodar is called.