Jump to content

ଦାମକ

ଉଇକିଅଭିଧାନ‌ରୁ

ଦାମକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦାମ+ସ୍ୱାର୍ଥ. କ)

[ସମ୍ପାଦନା]
୧. ଗାଡ଼ିର ଜୁଆଳିରେ ବନ୍ଧା ହେବା ଦଉଡ଼ି; ସଗଡ଼ ଦଉଡ଼ି (ହିନ୍ଦୀ - ଶବ୍ଦସାଗର) — ୧. A rope which is tied to the yoke of a cart.
୨. ଲଗାମ; ବାଗ୍ଡୋର (ହିନ୍ଦୀ - ଶବ୍ଦସାଗର) — ୨. Bridle; reins.