ଦାମା
ଦେଖଣା
ଦାମା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଦାମ+ଆ)
[ସମ୍ପାଦନା]ଦଉଡ଼ା — A rope.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ଚଢ଼େଇ; ଛତରିଆ (ଦେଖ) - ୧. A kind of bird; chhatariā (See)
- ୨. (ସଂସ୍କୃତ - ଦମ୍ମମ; ଦମ=ଦଣ୍ଡ; ଦଣ୍ଡଦ୍ୱାରା ପିଟାଯିବାରୁ;) ଫାରାସୀ - ଦମାମାହ୍)—ଦମାଲୁ; ଆନଦ୍ଧ ବାଦ୍ୟଯନ୍ତ୍ରବିଶେଷ; ବଡ଼ ନାଗରା —୨. A kind of drum (struck with sticks).
- ୩. ଦାମୋଦରର ଅନାଦରାର୍ଥକ ଡାକନାମ — ୩. A name by which a person named Dāmodara is contemptuously called.