ଦାମୁଡ଼ି
ଦେଖଣା
ଦାମୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଦାମଡ଼ା; ଦାମ୍ୱଡ଼ା; ଦାମୁଡ଼ା; ଦାମ୍ୱୁଡ଼ା;ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଦମ୍ୟ) ଚ୍ଛିନ୍ନମୁଷ୍କ ଶିଶୁ ବୃଷ; ଯୁବା ବଳଦ — ୧. Young bullock; steer.
- ୨. (ସଂସ୍କୃତ - ଦ୍ରମ୍ମ=ଧନ, ଅର୍ଥ Fallon; ସଂସ୍କୃତ - ଦ୍ରବିଣ=ଧନ ହିନ୍ଦୀ - ଶବ୍ଦସାଗର) ପଇସାର ଏକଚତୁର୍ଥାଂଶ; ଏକ ଛଦାମ; ପାଞ୍ଚଗଣ୍ଡା କଉଡ଼ି —୨. ୧/୪ of a pice; ୨୦ cowri-shells.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]- ୧. ପାହୁଲା; ପଇସାର ଏକତୃତୀୟାଂଶ — ୧. One third of a piece; one pie.
- ୨. ପିଲା ବାଛୁରୀ (ନନ୍ଦେ) —୨. A calf.
(ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୩. ଛଡ଼ା; ପ୍ରସବ କରି ନ ଥିବା ମାଈ ଗୋରୁ —୩. A heifer; a young cow that has not had calf.