ଦାମୋଦର ପଟ୍ଟନାୟକ
ଦେଖଣା
ଦାମୋଦର ପଟ୍ଟନାୟକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳର ସୁପରିଚିତ ସଙ୍ଗୀତ ସଂଗ୍ରାହକ —A well- known compiler of musical songs, of Orissa.
[ଦ୍ରଷ୍ଟବ୍ୟ —'ସଙ୍ଗୀତ ସାଗର' ଏହାଙ୍କ ସଂଗୃହୀତ ଓ 'ଜାତୀୟ ସଙ୍ଗୀତ' ଏହାଙ୍କଦ୍ୱାରା ରଚିତ; ଏ ଢ଼େଙ୍କାନାଳବାସୀ ଥିଲେ ଓ ବହୁକାଳ ଗଡ଼ଜାତରେ ମେନେଜରି କାର୍ଯ୍ୟ କରିଥିଲେ (ତାରିଣୀ. ଉତ୍କଳ ସାହିତ୍ୟ ଇତିହାସ)]