ଦାମ୍
ଦେଖଣା
ଦାମ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ମୂଲ୍ୟ; କିମତ୍; ଜରସମନ୍ — ୧. Price; value of a thing; consideration-money.
- ୨. ଭାଉ; ବଜାର ଦର —୨. Market-price; rate.
- ୩. କିଣିବାପାଇଁ ଦ୍ରବ୍ୟକୁ ମୁଲାଇବା କର୍ମ — ୩. Bargaining.
- ୪. ଖରିଦ ମୂଲ୍ୟ —୪. Actual purchase-price of a thing.
- ୫. କୌଣସି ଦ୍ରବ୍ୟ ହସ୍ତଗତ ହେବାପାଇଁ ଯାହା ବ୍ୟୟ ହୋଇଥାଏ —୫. Cost-price.
- ୬. ଧନ; ଟଙ୍କା କଉଡ଼ି —୬. Money.