ଦାମ୍ପତ୍ୟ
ଦେଖଣା
ଦାମ୍ପତ୍ୟ
ଉଚ୍ଚାରଣ
[ସମ୍ପାଦନା](ଦାଂପତ୍ୟ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - (ଦମ୍ପତି+ସମ୍ୱନ୍ଧାର୍ଥେ. ଯ)
[ସମ୍ପାଦନା]- ୧. ପତିପତ୍ନୀସମ୍ୱନ୍ଧୀୟ — ୧. Conjugal; connubial.
- ୨. ବୈବାହିକ —୨. Marital.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ପ୍ରେମ ବା ବ୍ୟବହାର (ହିନ୍ଦୀ - ଶବ୍ଦସାଗର) —୧. Conjugal love or conduct.
- ୨. ଦମ୍ପତିଙ୍କଦ୍ୱାରା ଅନୁଷ୍ଠେୟ ଅଗ୍ନିହୋକ୍ରାଦି କର୍ମ— (ହିନ୍ଦୀ - ଶବ୍ଦସାଗର) —୨. Vedic sacrifices and rites performable by a married couple.