ଦାମ୍ ଉଠିବା
ଦେଖଣା
ଦାମ୍ ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବିକ୍ରିଦ୍ୱାରା କୌଣସି ବସ୍ତୁର ପ୍ରକୃତ ବା ଉଚିତ ମୂଲ୍ୟ ଆଦାୟ ହେବା — ୧. The raising of the proper price of a thing by a sale.
(ଯଥା—ଆଜିକାଲି ବଜାର ମାନ୍ଦା ପଡ଼ିବାରୁ ଏ ଜିନିଷ ବିକ୍ରି କଲେ ଲାଭ ମିଳିବା ଗାଧୋଇଯାଉ, ଏଥିରେ ଦାମ୍ ତ ଉଠିବ ନାହିଁ)
- ୨. କୌଣସି ବସ୍ତୁ ପ୍ରସ୍ତୁତ ହେବାପାଇଁ ଯାହା ବ୍ୟୟ ହୋଇଥାଏ ବିକ୍ରିଦ୍ୱାରା ତାହା ମିଳିବା —୨. The getting of the cost-peice or actual cost of a thing by sale.
(ଯଥା—ଏକ ସାର ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଟ୫ରେ ବିକିଲେ ଏଥିରେ ଦାମ୍ ଉଠିବ ନାହିଁ)