ଦାରକ
ଦେଖଣା
ଦାରକ
ଉଚ୍ଚାରଣ
[ସମ୍ପାଦନା](ଦାରିକା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ. (ଦୃ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅକ; ଯେ ମାଆ ପେଟ ବିଦାରଣ କରି ଜନ୍ମ ହୁଏ)
[ସମ୍ପାଦନା]- ୧. ପୁତ୍ର —୧. Son.
- ୨. ଶିଶୁ; ବାଳକ —୨. Boy; child.
- ୩. ଜୀବଶିଶୁ —୩. The young of animals.
- ୪. ଗ୍ରାମ ଶୂକର —୪. Domestic pig; village hog.
ବିଶେଷଣ -
[ସମ୍ପାଦନା]ବିଦାରକ; ବିଦାରଣକାରୀ — Piercing; splitting.