Jump to content

ଦାରଣ

ଉଇକିଅଭିଧାନ‌ରୁ

ଦାରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ ଣିଚ୍=ଦାରି ଧାତୁ+ଭାବ. ଅନ)

[ସମ୍ପାଦନା]
୧. ବିଦାରଣ, ଫାଡ଼ିଦେବା — ୧. Rending; tearing.
୨. ଚିରିଦେବା କାର୍ଯ୍ୟ; ଫଟାଇବା — ୨. Splitting; cleaving; piercing; bursting.
୩. (+କରଣ ଅନ) ବିଦାରକ ଅସ୍ତ୍ର — ୩. A splitting weapon.
୪. ନିର୍ମଳା ଫଳ ଓ ଗଛ — ୪. Clearing nut and its tree.
୫. ଯେଉଁ ଔଷଧ ଲେପନ କଲେ ବଥ ଫାଟିଯାଏ (ହିନ୍ଦୀ - ଶବ୍ଦ— ସାଗର) —୫. An appliance which makes a boil burst.

=== ବିଶେଷଣ - (+କର୍ତ୍ତୃ. ଅନ)

ବିଦାରକ; ଯେ ଚିରି ଦିଏ — Piercing; splitting.