ଦାରଦ
ଦେଖଣା
ଦାରଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ+ଅ ଦ; ବା ଦରଦ ଦେଶବିଶେଷ+ ଭାବର୍ଥେ. ଅ)
[ସମ୍ପାଦନା]- ୧. ପାରଦ —୧. Quick-silver.
- ୨. ସମୁଦ୍ର —୨. Ocean.
- ୩. ସିନ୍ଦୁର; ହିଙ୍ଗୁଳ —୩. Vermillion (Apte).
- ୪. ଦରଦ ଦେଶଜାତି ବିଷବିଶେଷ — ୪. A kind of poison found in Durdistan.
ସଂସ୍କୃତ - ବିଶେଷଣ - (ଦରଦ+ଅ)
[ସମ୍ପାଦନା]- ୧. ଦରଦ ଦେଶ ସମ୍ୱନ୍ଧୀୟ — ୧. Relating to Durdistan.
- ୨. ଦରଦ ଦେଶବାସୀ —୨. Residing in Durdistan.