Jump to content

ଦାରି

ଉଇକିଅଭିଧାନ‌ରୁ

ଦାରି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ+ଭାବ. ଅ)

[ସମ୍ପାଦନା]
୧. ବିଦାରଣ; ଫାଡ଼ିବା; ଚିରିବା —୧. Splitting; tearing.
୨. ଭେଦ କରିବା —୨. Piercing; rending.