Jump to content

ଦାରିତ

ଉଇକିଅଭିଧାନ‌ରୁ

ଦାରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦୃ ଧାତୁ ଣିଚ୍; ଦାରି ଧାତୁ=ବିଦାରଣ କରିବା +କର୍ମ. ତ)

[ସମ୍ପାଦନା]

ବିଦୀର୍ଣ୍ଣ; ବିଦାରିତ; ଚିରା ଯାଇଥିବା; ଫଟା ହୋଇଥିବା —Pierced through; split; rent; lacerated; torn.