ଦାରିଦ୍ରା
ଦେଖଣା
ଦାରିଦ୍ରା
ଉଚ୍ଚାରଣ
[ସମ୍ପାଦନା](ଦାରିଦ୍ରାଣୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ - ପୁଂ. (ସଂସ୍କୃତ - ଦରିଦ୍ର)
[ସମ୍ପାଦନା]- ୧. ଅତି ଦରିଦ୍ର — ୧. Destitute; very poor.
- ୨. ଯାହାର ଅତି ହୀନ ଦୃଷ୍ଟି; କୃପଣ — ୨. Miserly.
- ୩. (ଗାଳି) ବିକଳିଆ; ବିକଳା — ୩. Very much hankering after something (like a very poor man).
ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଦାରିଦ୍ୟ୍ର)
[ସମ୍ପାଦନା]ଦରିଦ୍ରତା; ଦାରିଦ୍ର୍ୟ — Poverty.