ଦାରିଦ୍ୟ୍ର ପଞ୍ଚାକ୍ଷର
ଦେଖଣା
ଦାରିଦ୍ୟ୍ର ପଞ୍ଚାକ୍ଷର
ଉଚ୍ଚାରଣ
[ସମ୍ପାଦନା](ଦାରିଦ୍ର୍ୟ ପଞ୍ଚାକ୍ଷର ମନ୍ତ୍ର—ଅନରୂପ)
ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ) (ସଂସ୍କୃତ - ଦାରିଦ୍ର+ପଞ୍ଚାକ୍ଷର)
[ସମ୍ପାଦନା]ଦରିଦ୍ର ଲୋକର ନିୟତ ଧ୍ୟେୟ ପାଞ୍ଚ ଗୋଟି ଅକ୍ଷର ବିଶିଷ୍ଟ ବାକ୍ୟ 'କଣ କରିବି?' —(witticism) A sentence of ୫ Oria letters meaning 'What shall I do ?' uttered constantly by an idegent person.