ଦାରିବା
ଫାଡ଼ିବା; ଚିରିବା; ବିଦାରଣ କରିବା —To rent; to split; to pierce.
ବିଶ୍ରାମ ମେନାକ ବୁଡ଼ୁ ରକ୍ଷୁଦାରି ଉଦରକୁ ସଂହିକାର ଯେ— ଉପେଦ୍ରଭଞ୍ଜ. ବୈଦେହୀଶବିଳାସ