ଦାରୀ
ଦେଖଣା
ଦୋଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ପ୍ରତ୍ୟୟ (ଫା)
[ସମ୍ପାଦନା]ସାଧାରଣତଃ କର୍ମ, ଭାବ ଓ ବ୍ୟବସାୟ ଅର୍ଥରେ ଏହି ପ୍ରତ୍ୟୟ ପ୍ରଯୁକ୍ତ ହୁଏ; ବୃତ୍ତି ବା କର୍ମବାଚକ ପ୍ରତ୍ୟୟ —A suffix meaning the act or occupation of.
(ଯଥା—ଦୋକାନଦାରୀ=ଦୋକାନଦାରର କର୍ମ ବା ବୃତ୍ତି, ଚଉକିଦାରୀ=ଚଉକିଦାରର କର୍ମ ଇତ୍ୟାଦି)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ଦାରିକା; ତୁଳ. ସଂସ୍କୃତ - ଦାର=ସ୍ତ୍ରୀ)
[ସମ୍ପାଦନା]- ୧. ବେଶ୍ୟା; କେଶବୀ; ଗଣିବା — ୧. Prostitute; whore.
- ୨. ନଟୀ —୨. Nauch girl; dancing firl.
- ୩. (ଗାଳି)—ନଷ୍ଟଚରିତ୍ର ସ୍ତ୍ରୀ —୩. Adulteress.
- ୪. ରକ୍ଷିତା ସ୍ତ୍ରୀ; ଉପପତ୍ନୀ —୪. A kept women; a mistress; a concubine.
ଯେଉଁ ରାଜାଟି ଘରେ ରଖି ଥାଏ, ସେହି ହେଲେ ଏ ରୂପ ଖେଳରେ ନ ଦିଏ କୃଷ୍ଣସିଂହ. ମହାଭାରତ. ସଭା
ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ ଣିଚ ଦାରି ଧାତୁ+କର୍ତ୍ତୃ. ଈ)
[ସମ୍ପାଦନା]ଗୋଡ଼ ଫାଟ ରୋଗ (ହିନ୍ଦୀ - ଶବ୍ଦସାଗର) —A disease consisting of cracking of the skin of the sole.