ଦାରୀ ଦାସୀ
ଦେଖଣା
ଦାରୀ ଦାସୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାରିକା+ଦାସୀ; ଏକାର୍ଥକ ସହଚର)
- ୧. ବେଶ୍ୟା ଓ ଉପପତ୍ନୀରୂପେ ରକ୍ଷିତା ସ୍ତ୍ରୀ — ୧. Prostitute and maid servant kept as a mistress.
- ୨. ବେଶ୍ୟା ଓ ରକ୍ଷିତା ସ୍ତ୍ରୀମାନଙ୍କ ପ୍ରତି ଆସକ୍ତି ହେବା — ୨. Being addicted to prostitutes and concubines.
(ଯଥା—ସେ ଦାରୀଦାସୀରେ ବହୁତ ପଇସା ଉଡ଼ାଇଦେଉଛି)