Jump to content

ଦାରୀ ନଚେଇବା

ଉଇକିଅଭିଧାନ‌ରୁ

ଦାରୀ ନଚେଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନର୍ତ୍ତକୀ ବେଶ୍ୟାର ପଛରେ ରହି ତାହାର ନୃତ୍ୟ ସଙ୍ଗେ ତାଳ ଅନୁସାରେ ବାଦ୍ୟ ବଜାଇବା — ୧. To play music to the accompaniment of the dancing of a dancing girl.
୨. ଆପଣା ଆଗରେ ବେଶ୍ୟା ନାଚିବାର ଉପାୟ କରିବା — ୨. To cause a nauch-girl dance before one's self.
୩. (ଗାଳି) (ଲକ୍ଷଣାର୍ଥ) ଅତ୍ୟନ୍ତ ନିର୍ଲ୍ଲଜରୂପେ କାର୍ଯ୍ୟ କରିବା; କୌଣସି ଲଜ୍ଜାଜନକ କାର୍ଯ୍ୟ କରିବା — ୨. (figurative) To do any shameful work.
୩. ନିଜ ଘରର ସ୍ତ୍ରୀମାନଙ୍କୁ ଅଯଥା ସ୍ୱାଧୀନତା ଦେବା — ୩. To give undue liberty and freedom of movement to the female members of one's family.