ଦାରୁକ
ଦେଖଣା
ଦାରୁକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ ଣିଚ ଦାରି ଧାତୁ=ବିଦୀର୍ଣ୍ଣ କରିବା+ କର୍ତ୍ତୃ. ଉକ)
[ସମ୍ପାଦନା]- ୧. (ନାମ) ଶ୍ରୀକୃଷ୍ଣଙ୍କ ସାରଥି — ୧. Name of the charioteer of Ṡrīkṛushṇa.
ଦାରୁକ ନନ୍ଧିଘୋଷ ରଥେ ଅଶ୍ୱ ଦଉଡ଼ୀ ଘେନି ହସ୍ତେ ଜଗନ୍ନାଥ. ଭାଗବତ
[ଦ୍ରଷ୍ଟବ୍ୟ —ଏ ବିଶେଷ କୃଷ୍ଣଭକ୍ତ ଥିଲେ ସୁଭଦ୍ରହରଣ ସମୟରେ ଓ ଅର୍ଜୁନଙ୍କୁ କିହିଲେ 'ମୁଁ' ଯାଦବଙ୍କ ବିରୋଧରେ ରଥ ଚଳାଇ ପାରିବି ନାହିଁ, ଆପଣ ମୋତେ ବାନ୍ଧି ପକାନ୍ତୁ ଓ ଏହି ରଥରେ ସୁଭଦ୍ରାଙ୍କୁ ନେଇ ଯାଆନ୍ତୁ' ଶ୍ରୀକୃଷ୍ଣଙ୍କ ଦେହାନ୍ତର ସମାଚାର ଏ ପ୍ରଥମେ ଅର୍ଜୁନଙ୍କୁ ଦେଇଥେଲେ]
- ୨. (ଦାରୁ+ସ୍ୱାର୍ଥେ. କ)—ଦେବଦାରୁ ଗଛ — ୨. The cedar tree; the pine tree.
- ୩. କାଠ —୩. Wood.