Jump to content

ଦାରୁକା

ଉଇକିଅଭିଧାନ‌ରୁ

ଦାରୁକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦାରୁ+କ+ସ୍ତ୍ରୀ ଆ)

[ସମ୍ପାଦନା]
୧. କାଠର ପିତୁଳୀ; କାଠ କଣ୍ଢେଇ —୧. Wooden doll.
୨. ପବିତ୍ର ବନବିଶେଷ; ହିନ୍ଦୁମାନଙ୍କର ତୀର୍ଥବିଶେଷ— (ହିନ୍ଦୀ - ଶବ୍ଦସାଗର) —୨. Name of a sacred forest.