ଦାରୁଜ
ଦେଖଣା
ଦାରୁଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦାରୁ+ଜନ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. କାଷ୍ଠନିର୍ମିତ —୧. Made of wood.
- ୨. କାଷ୍ଠରୁ ଉତ୍ପନ୍ନ —୨. Born of or produced from wood.
ବିଶେଷ୍ୟ -
[ସମ୍ପାଦନା]ପଖୋଜ; ପଖଉଚ୍ଚ; ମାଦଳ; ମର୍ଦ୍ଦଳ — A kind of musical drum made of a hollow cylindar of wood, the two ends of which are covered with leather.