Jump to content

ଦାରୁଣକ

ଉଇକିଅଭିଧାନ‌ରୁ

ଦାରୁଣକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ=ବିଦୀର୍ଣ୍ଣ ହେବା+କର୍ତ୍ତୃ. ଉଣ+କ)

[ସମ୍ପାଦନା]

ରୁପୀ ରୋଗ; ମୁଣ୍ଡର ବାଳତଳର ଚମ ଶୁଖୁଲା ଓ ଧଳା ହୋଇ ଝଡ଼ି ପଡ଼ିବା ରୋଗ (ହିନ୍ଦୀ - ଶବ୍ଦସାଗର) — Dandruff.