ଦାରୁଭୁତ ମୁରାରି
ଦେଖଣା
ଦାରୁଭୁତ ମୁରାରି
ଉଚ୍ଚାରଣ
[ସମ୍ପାଦନା](ଦାରୁଭୁତୋ ମୁରାରି—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ଦାରୁଭୁତୋ ମୁରାରି=ବିଷ୍ଣୁ ଦାରୁ ଭୁତ ହୋଇ ଅଛନ୍ତି, ଅର୍ଥାତ୍ ଜଗନ୍ନାଥଙ୍କ ମୂର୍ତ୍ତିରୂପେ କାଠ ପାଲଟି ଯାଇ ଅଛନ୍ତି)
[ସମ୍ପାଦନା]- ୨. କିଂକର୍ତ୍ତବ୍ୟବିମୂଢ଼ — ୧. Dumfounded; astonished.
- ୨. କାଠରେ ପରିଣତ —୨. Turned to wood.
[ଦ୍ରଷ୍ଟବ୍ୟ —ଏହା ନିମ୍ନଲିଖିତ ଶ୍ଲୋକର ଶେଷ ଧାଡ଼ିର ଶେଷ ଚରଣର ଶେଷ ଶବ୍ଦ ଦ୍ୱୟ:—ଏକା ଭାର୍ଯ୍ୟା ପ୍ରକୃତିମୁଖରା ଚଞ୍ଚଳ ଚ ଦ୍ୱିତୀୟା; ପୁତ୍ରୋପ୍ୟେକୋ ଭୁବନବିଜୟୀ ମନ୍ମଥୋ ଦୁର୍ନିବାରଃ; ଶେଷଃ ଶଯ୍ୟା ଶୟନ ମୁଦଧୌ ବାହନଂ ପନ୍ନଗାରି; ସ୍ମାରଂସ୍ମାରଂ ସୁଗୃହଚରିତଂ ଦାରୁଭୁତୋ ମୁରାରି]