Jump to content

ଦାରୁ ଦଳଦୀ

ଉଇକିଅଭିଧାନ‌ରୁ

ଦାରୁ ଦଳଦୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାରୁହରିଦ୍ରା)

[ସମ୍ପାଦନା]

ପାର୍ବତ୍ୟ କଣ୍ଟକୀ କ୍ଷୁପବିଶେଷ — Indian Berbery; Cascinium Fenestratum.

[ଦ୍ରଷ୍ଟବ୍ୟ —ଏହା ପାର୍ବତ୍ୟ ନାତିଦୀର୍ଘ ବୃକ୍ଷ; ହିମାଳୟର ପୂର୍ବ ଭାଗ, ଆସାମ, ପୂର୍ବବଙ୍ଗ, ଟେନାସେରିମ୍, ନୀଳଗୀରି, ସିମଳା ଓ ଲଙ୍କାର ନାତି ଶୀତୋଷ୍ଣ ସ୍ଥାନର ଜନ୍ମେ ଏହା କଣ୍ଟକୀ; ଏହା ପତ୍ରଝଡ଼ା ଦିଏ ନାହିଁ ଏହାର ଛାଲ ଫକା ପାଣ୍ଡୁରା ଓ କର୍କ ପରି ଛିଦ୍ର ଯୁକ୍ତ ଏହାର ଛାଲ ତଳର ଡାଙ୍ଗମାନ ହଳଦିଆ; ଡାଳ ରକ୍ତାଭ ଓ ଈଷ୍ତ୍ ଲଟାଲିଆ; ଫୁଲ ତୋଫା ହଳଦିଆ ମିଶା ନାଲି ଓ ସଫେଦ୍ ଫୁଲ ପତ୍ର ଅପେକ୍ଷା ବଡ଼ ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ ପତ୍ର ୨୩: ଇଞ୍ଚ ଲମ୍ୱ ଫଳମାନ ନଳାକୃତି ଓ ସୂକ୍ଷ୍ମାଗ୍ର ଏଥିରେ ମୂଳର ଛାଲରୁ ଅତି ଉତ୍କୃଷ୍ଟ ହଳଦିଆ ରଙ୍ଗ ବାହାରେ ଏହି ମୂଳର କ୍ୱାଥ ଜ୍ୱର, ଅର୍ଶ, ଚକ୍ଷୁ— ରୋଗ, ଚର୍ମରୋଗ, ବ୍ରଣ, କଣ୍ଡୁ, ପାଣ୍ଡୁ, କ୍ଷତ, ଉଦରାମୟ ଇତ୍ୟାଦିରେ ଉପକାରୀ ଏହା ତିନି ପ୍ରକାର —Berberis Aristata Berbaris Lycium, Berberis Asiatica].