Jump to content

ଦାରୁ ପୁତ୍ରିକା

ଉଇକିଅଭିଧାନ‌ରୁ

ଦାରୁ ପୁତ୍ରିକା

ଉଚ୍ଚାରଣ

[ସମ୍ପାଦନା]

ଦାରୁନଟୀ, ଦାରୁନାରୀ,ଦାରୁଯୋଷିତ,ଦାରୁପୁତ୍ରୀ, ଦାରୁବଧୁ ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦାରୁ+ପୁତ୍ର+କ+ସ୍ତ୍ରୀ ଆ)

[ସମ୍ପାଦନା]
୧. କାଠ ପିତୁଳା; କାଷ୍ଠର ପୁତ୍ତଳୀ — ୧. Wooden image.
୨. କାଠ କଣ୍ଢାଇ — ୨. Wooden doll.