Jump to content

ଦାର୍ଜିଲିଙ୍ଗ୍

ଉଇକିଅଭିଧାନ‌ରୁ

ଦାର୍ଜିଲିଙ୍ଗ୍

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସ୍ଥାନର ନାମ) (ଏହି ସ୍ଥାନରେ ଥିବା ଦୁର୍ଜ୍ଜୟ ଲିଙ୍ଗ ନାମକ ମହାଦେବଙ୍କ ନାମରୁ)

[ସମ୍ପାଦନା]

ହିମାଳୟର ଅଧିତ୍ୟକାରେ ଥିବା ଜିଲ୍ଲା ଓ ତନ୍ମାମକ ନଗର (ଏ ନଗରରେ ବଙ୍ଗ ଲାଟଙ୍କ ଗ୍ରୀଷ୍ମବାସ ଅଛି) — Darjeeling (district and town) at the foot of the Himalayas, containing the summer residence of the Governor of Bengal.