Jump to content

ଦାର୍ଦ୍ଦୁର

ଉଇକିଅଭିଧାନ‌ରୁ

ଦାର୍ଦ୍ଦୁର

ଉଚ୍ଚାରଣ

[ସମ୍ପାଦନା]

(ଦାର୍ଦୁର—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଦାର୍ଦ୍ଦୁର+ସମନ୍ଧାର୍ଥେ. ଅ)

[ସମ୍ପାଦନା]

ଦର୍ଦ୍ଦୁର ବା ବେଙ୍ଗ ସମ୍ୱନ୍ଧୀୟ —Relating to frogs.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏକପ୍ରକାର ଦକ୍ଷିଣାବର୍ତ୍ତି ଶଙ୍ଗ — ୧. A kind of conch with its spiral diverging to the right hand side.
୨. ଲକ୍ଷା; ଲାଖ —୨. Shell lac.
୩. ଜଳ —୩. Water.