ଦାର୍ବ
ଦାରୁନିର୍ମିତ; କାଷ୍ଠମୟ — Wooden.
କାଶ୍ମୀରର ଅନ୍ତର୍ଗତ ପ୍ରାଚୀନ ପ୍ରଦେଶବିଶେଷ (ହିନ୍ଦୀ - ଶବ୍ଦସାଗର) —Name of a province of ancient India in Kashmere.