ଦାର୍ବଟ
ଦେଖଣା
ଦାର୍ବଟ
ଉଚ୍ଚାରଣ
[ସମ୍ପାଦନା](ଦାର୍ବାଟ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ଦାରୁ=କାଷ୍ଠ+ଅଟ୍ ଧାତୁ=ଗମନ କରିବା+ ଅଧିକରଣ ଅ, କିମ୍ୱା ଦର୍ବଟ=ଦ୍ୱାରପାଳ+ଅ; ଦ୍ୱାରପାଳଦ୍ୱାରା ରକ୍ଷିତ)
[ସମ୍ପାଦନା]- ୧. ମନ୍ତ୍ରଣା କରିବାର ଗୃହ — A house of deliberation; council chamber (guarded by sentries).
[ଦ୍ରଷ୍ଟବ୍ୟ —ଆଚାର୍ଯ୍ୟ ଆପ୍ତେଙ୍କ ମତରେ ଏ ଶବ୍ଦ ଫାରସି ଭାଷାରୁ ଆଗତ; ହିନ୍ଦୀ - ଶବ୍ଦସାଗର ମତରେ ଦାର୍ବାଟ ଶବ୍ଦ ଫାରାସୀ - ଦର୍ଦର୍ ଶବ୍ଦରୁ ଆଗତ]
- ୨. ଚିନ୍ତାଗୃହ (ପ୍ରକୃତିବାଦ) —୨. A room where a person retires to think out some matter undisturbed; retiring room.