Jump to content

ଦାର୍ବୀ

ଉଇକିଅଭିଧାନ‌ରୁ

ଦାର୍ବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଦୃ ଧାତୁ=ବିଦୀର୍ଣ୍ଣ ହେବା+କର୍ତ୍ତୃ. ଅ+ସ୍ତ୍ରୀ ଈ)

[ସମ୍ପାଦନା]
୧. ଦାରୁହରିଦ୍ରା —୧. Berberis Aristata.
୨. ଦେବଦାରୁ ଗଛ — ୨. The Deodat or cedar (tree).
୩. ଗୋଜିହା (ଗୁଳ୍ମ) —୩. A wild plant.
୪. ହରିଦ୍ରା; ହଳଦୀ —୪. Turmeric.