Jump to content

ଦାର୍ଶନିକ

ଉଇକିଅଭିଧାନ‌ରୁ

ଦାର୍ଶନିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଦର୍ଶନ=ଶାସ୍ତ୍ର+ସମ୍ୱନ୍ଧ ଓ ଜ୍ଞାନ ଅର୍ଥରେ. ଇକ)

[ସମ୍ପାଦନା]
୧. ଦର୍ଶନ ଶାସ୍ତ୍ର ସମ୍ୱନ୍ଧୀୟ — ୧. Philosophical; metaphysical.
୨. ଦର୍ଶନଶାସ୍ତ୍ରଜ୍ଞ; ଦର୍ଶନଶାସ୍ତ୍ରବେତ୍ତା — ୨. Versed in philosophy.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦାର୍ଶନିକ ପଣ୍ଡିତ — A metaphysician; philosopher.