ଦାର୍ କର୍ମ
ଦାରକ୍ରିୟା, ଦାରଗ୍ରହ, ଦାରଗ୍ରହଣ, ଦାରପରିଗ୍ରହଅନ୍ୟରୂପ
(ପୁରୁଷ ପକ୍ଷରେ) ବିବାହ —Marriage in the case of a male; taking a wife.
ଦାରକର୍ମ ନିଷ୍ଫଳ ନୁହଇ ମୁନିଙ୍କର କୃଷ୍ଣସିଂହ. ମହାଭାରତ. ଆଦି