ଦାର୍ ମଦାର୍
ଦେଖଣା
ଦାର୍ ମଦାର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦାର୍ ମଦାର୍
|
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. ସମ୍ମତି — ୧. Agreement.
(ଯଥା—ମକଦମାକୁ ରଫା କରିବାକୁ ବାଦୀର ଦାର୍ମଦାର୍ ନାହିଁ)
- ୨. ନିର୍ଭର —୨. Dependence; reliance.
(ଯଥା—ଏ ବିଷୟ ନିଷ୍ପତ୍ତି କରିବାପାଇଁ ମୋର ତାଙ୍କଠାରେ ଦାର୍ମଦାର୍ ଅଛି)
- ୩. ଚୁକ୍ତି —୩. Contract; stipulation.
(ଯଥା—ଏ ଜିନିଷକୁ ୧ ଟଙ୍କାରେ ବିକ୍ରି କରିବା ପାଇଁ ବାୟା— ମୁସ୍ତରୀ ମଧ୍ୟରେ ଦାର୍ମଦାର୍ ହୋଇ ଯାଇଛି)
- ୪. କୌଣସି କାର୍ଯ୍ୟର ଭାର —୪. Charge of a work or matter.
- ୫. ଦାୟିତ୍ୱ —୫. Responsibility.