ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୋର; ବୋରକ)
[ସମ୍ପାଦନା]
ଖରାଦିନେ ପାଣି ରହିବା ଯାଗାରେ ଉତ୍ପାଦନ କରାଯିବା ଏକ ପ୍ରକାର ମୋଟ ଧାନ (ଧାନତଳେ ନୋଟ ଦେଖ) —Spring-rice; marsh rice; summer paddy; paddy grown in marshy palces in summer; Dhāna (See)
(ଯଥା—ଏ ଧାନର ପ୍ରକାର ଯଥା—ପିଆ; କାସୁଣ୍ଡା)