Jump to content

ଦାଶକାଠିଆ

ଉଇକିଅଭିଧାନ‌ରୁ

ଦାଶକାଠିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ହାତରେ ଦାସକାଠି ବଜାଇ ଗୀତ ବୋଲିବା କେତେକ ଜାତିର ଲୋକ —A class of people who earn their bread by playing music on the Dāṡakāṭhi.

[ଦ୍ରଷ୍ଟବ୍ୟ —ଦାଶକାଠି ବଜାଇ ଦାଶକାଠିଆ ମାନେ ସଙ୍ଗୀତ, ଝୁଲା, ଚଉପଦୀ, ଚଉତିଶା, ଛାନ୍ଦ, ଆଦି ସବୁ ପ୍ରକାର ଗୀତ ବୋଲନ୍ତି ସାଧାରଣତଃ ହଳୁଆ ବ୍ରହ୍ମଣମାନେ ଦାଶକାଠି ବଜାନ୍ତି ଅନ୍ୟାନ୍ୟ ଜାତିର ଲୋକଙ୍କୁ ମମ୍ଧ୍ୟ ଦାଶକାଠି ବଜାଇବା ଦେଖାଯାଏ]