Jump to content

ଦାଶରଥ

ଉଇକିଅଭିଧାନ‌ରୁ

ଦାଶରଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ଫୁ—(ଦଶରଥ+ ଅପତ୍ୟାର୍ଥେ. ଅ)

[ସମ୍ପାଦନା]

ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ର ରାମଚନ୍ଦ୍ର — Rāmachandra, a son of Daṡaratha.

ବିଶେଷଣ -

[ସମ୍ପାଦନା]

ଦଶରଥ ସମ୍ୱନ୍ଧୀୟ — Pertaining to Daṡaratha.