Jump to content

ଦାଶେୟ

ଉଇକିଅଭିଧାନ‌ରୁ

ଦାଶେୟ

ଉଚ୍ଚାରଣ

[ସମ୍ପାଦନା]
(ଦାଶେୟୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦାଶ+ଉତ୍ପନାର୍ଥେ. ଏୟ)

[ସମ୍ପାଦନା]

ଦାଶଠାରୁ ଉତ୍ପନ୍ନ — Born of a boatman.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧୀବରପୁତ୍ର —Son of a boatman.