ଦାଶ କାଠି
ଦେଖଣା
ଦାଶ କାଠି
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ରାମ ତାଳି; କାଠର ଦୁଇଖଣ୍ଡି ଝୁମକା ଲଗା ବାଦ୍ୟ ଯନ୍ତ୍ର —A pair of castanets or wooden clappers.
[ଦ୍ରଷ୍ଟବ୍ୟ —ଏ ଯୋଡ଼ିକୁ ଏକ ହାତରେ ଧରି ହାତକୁ ମୁଠାଇଲେ ଓ ମେଲା କଲେ ଏହା ବାଜେ ଏବଂ ଏହାର ବାଜିବା ତାଳ ଅନୁସାରେ ଗୀତ ବେଲା ଯାଉ ଥାଏ କେହି କେହି ଦୁଇ ହାତରେ ଦୁଇ ଯୋଡ଼ା ଦାଳକାଠି ଧରି ଏକ ସମୟରେ ତାଳ ଦେଇ ଗୀତ ବୋଲନ୍ତି]