Jump to content

ଦାସତ୍ୱ

ଉଇକିଅଭିଧାନ‌ରୁ

ଦାସତ୍ୱ

ଉଚ୍ଚାରଣ

[ସମ୍ପାଦନା]

(ଦାସତା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦାସ+ଭାବ .ତ୍ୱ)

[ସମ୍ପାଦନା]
୧. ଭୃତ୍ୟର ଅବସ୍ଥା; ଦାସ ବୃତ୍ତି — ୧. Servitute.
୨. ଗୋଲାମୀ —୨. Slavery; bondage.
୩. ଚାକିରି; ସେବା ବୃତ୍ତି —୩. Service.