Jump to content

ଦାସାନୁଦାସ

ଉଇକିଅଭିଧାନ‌ରୁ

ଦାସାନୁଦାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦାସର ଅନୁଦାସ; ଗୁରୁଜନ ଓ ଶ୍ରେଷ୍ଠ ବ୍ୟକ୍ତିଙ୍କଠାରେ ନମ୍ରତା ଓ ଶିଷ୍ଟତା ଦେଖାଇବା ପାଇଁ ସମ୍ୱନ୍ଧେ ବ୍ୟବହୃତ ଶବ୍ଦ)

[ସମ୍ପାଦନା]

ଭୃତ୍ୟର ଭୃତ୍ୟ —A servant of one's servant.