Jump to content

ଦାସୀ

ଉଇକିଅଭିଧାନ‌ରୁ

ଦାସୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦାସ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଦାସୀକା (ଦେଖ) - —୧. Dāsikā (See)
୨. ଦାସର ସ୍ତ୍ରୀଲିଙ୍ଗ ରୂପ — ୨. Feminine form of Dāsa.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

କାଳେଶୀ; ଠାକୁରାଣୀ ଯେଉଁ ସ୍ତ୍ରୀଠାରେ ବିଜେ କରନ୍ତି —A woman who is possessed by the spirit of a Diety.