Jump to content

ଦାସେୟୀ

ଉଇକିଅଭିଧାନ‌ରୁ

ଦାସେୟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଦାସ+ଏୟ+ସ୍ତ୍ରୀ. ଈ)

[ସମ୍ପାଦନା]

ଦାସରାଜକନ୍ୟା ସତ୍ୟବତୀ; ବ୍ୟାସଙ୍କ ମାତା —Satyabātī, the mother of Byāsa.

ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ଦାସେୟର ସ୍ତ୍ରୀଲିଙ୍ଗ —Feminine of Dāseya.