Jump to content

ଦାସ୍ୟ

ଉଇକିଅଭିଧାନ‌ରୁ

ଦାସ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦାସ+ଭାବାର୍ଥେ. ଯ)

[ସମ୍ପାଦନା]
୧. ଗୋଲାମି; ପରାଧୀନତା — ୧. Slavery; condition of a servant; bondage; servitude.
୨. ସେବା; ଚାକିରି —୨. Service.

[ଦ୍ରଷ୍ଟବ୍ୟ —ନବଧାଭକ୍ତି ମଧ୍ୟରୁ ଦାସ୍ୟ ଏକତମ; ଏହା ପ୍ରଭୁଙ୍କ ଅଙ୍ଗସେବା ଆଦି ଅଟେ]