ଦାସ କେରେଣ୍ଟା
ଦେଖଣା
ଦାସ କେରେଣ୍ଟା
ଉଚ୍ଚାରଣ
[ସମ୍ପାଦନା]ଦାସ କରଣ୍ଟା,ଦାସ କେରଣ୍ଟାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦାସ କେରେଣ୍ଟା
|
ଅନୁବାଦ
[ସମ୍ପାଦନା]ଦାସ କେରେଣ୍ଟା
|
ତେଲୁଗୁ - ମୁଲ୍ଲଗେରିଣ୍ଟା |
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦାସୀ; ଦାସିକା; କୁ ରୁଣ୍ଟକ; ବଜ୍ରଦନ୍ତୀ)
ଔଷଧ ଗୁଳ୍ମବିଶେଷ; ଝୁଣ୍ଟୀ (ଦେଖ) - A medicinal plant; Jhiṇṭī (See); Barbria Prionities.
[ଦ୍ରଷ୍ଟବ୍ୟ —ଏହା କଣ୍ଟକୀ ଗୁଳ୍ମ ଏହାର ଫୁଲ ହଳଦିଆ ଓ ରସ କୃଷ୍ଣବର୍ଣ୍ଣ ଏହାର ପୁଷ୍ପ ବର୍ଣ୍ଣଭେଦରେ ୪ ପ୍ରକାର ଯଥା—ଶ୍ୱେତପୁଷ୍ପ ଦାସକରେଣ୍ଟା ସଂସ୍କୃତ - ସୈରେୟକ, ନୀଳପୁଷ୍ପ ଦାସକେରଣ୍ଟା ସଂସ୍କୃତ - ଆର୍ତ୍ତଗଳ ଓ ଦାସୀ, ପୀତପୁଷ୍ପ ଦାସ କେରେଣ୍ଟା ସଂସ୍କୃତ - କୁରୁଣ୍ଟକ; କିଙ୍କିରାତ, ରକ୍ତପୁଷ୍ପ ଦାସକେରେଣ୍ଟା ସଂସ୍କୃତ - କୁରୁବକ (ଦ୍ରବ୍ୟଗୁଣ କଳ୍ପଦ୍ରୁମ)]